
TIK TOK ରୁ କେମିତି ପଇସା ରୋଜଗାର କରିହେବ ଏବଂ TIK TOK ଆପ କୁ କିଏ କେମିତି ତିଆରି କଲେ ?How to make money from TIK TOK and who made the TIK TOK app?
ଆଜିର ଦିନରେ TIK TOK ନାମରେ ଗୋଟିଏ ଆପ TREND ଯାହା କୁ ଯୁବ ପିଢ଼ି ଠାରୁ ଆରମ୍ଭ କରି ବୁଢା ମାନେ ମଧ୍ୟ ଏହା କୁ ବ୍ୟବହାର କରୁଛନ୍ତି ଏବଂ ଏଥିରେ ଭିଡିଓ ତିଆରି କରୁଛନ୍ତି ତା ସାଂଗରେ ଲୋକପ୍ରିୟତା ମଧ୍ୟ ଅର୍ଜନ କରୁଛନ୍ତି | କିନ୍ତୁ ଆପଣ ମାନଂକୁ ଜଣା ଥାଇପାରେ କିମ୍ବା ଜଣ ନ ଥାଇପାରେ କିନ୍ତୁ ଆଜି ଆମେ ଏହାର କାହାଣୀ କହିବାକୁ ଯାଉଛୁ ଏହି ଆପ କେମିତି ତିଆରି ହେଲା ଏବଂ ଏହାକୁ କିଏ ତିଆରି କରିଥିଲେ ତା ସହିତ ଏଠି ରୁ କେମିତି ପଇସା ରୋଜଗାର କରି ହଉଛି |
![]() |
google images |
ତା ସାଂଗରେ ସବୁଠୁ ଭଲ ଉପାୟ advertising କରିକି ପଇସା କମେଇ ପାରିବେ |
ଆପଣ ମାନେ ଜାଣିଥିବେ ଏହି ଆପ କୁ INDONESIA ରେ temporarily ବନ୍ଦ କରି ଦିଆ ଯାଇଥିଲା ଏବଂ ଆମ ଭାରତ ର ତାମିଲନାଡୁ ରାଜ୍ୟ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ଯୁବା ପିଢ଼ି ଏହି ଆପ କୁ ବହୁତ ମାତ୍ର ରେ ପସନ୍ଦ କରୁଥିଲେ ଯୋଉଠି ଲାଗି ବ୍ୟାନ ହେଇ ନାହିଁ |
ଆଜି tik tok 75 billion ଡଲାର ର ଆପ ହେଇ ସାରିଛି ଏହି ଆପ କେବେ ଆଉ କେମିତି ଷ୍ଟାର୍ଟ ହେଲା ?
2014 ରେ ALEX ZHU ଏବଂ LUYU YANG ଦୁଇଜଣ ପୁରୁଣା ସାଂଗ ଗୋଟେ EDUCATIONAL APPS ତିଆରି କରି ବା ପାଇଁ ଭାବି ଥିଲେ | ସେହି ସମୟ ରେ education video ବହୁତ ଲମ୍ବା ହେଉ ଥିଲା ତେଣୁ ଦୁଇ ସାଂଗ ଭିଡ଼ିଓ କୁ କେମିତି ସର୍ଟ ଆକାର ରେ ତିଆରି କରିବା ସହିତ ସହଜ ରେ ଲୋକ ମାନେସରଳ ଉପାୟ ରେ education ଲାଭ କରିପାରିବେ | ସେହି ସମୟ ରେ ସେମାନେ 2.5 ଲକ୍ଷ ଡଲାର ଲଗେଇ କି ନିଜ ଟିମ ସାଂଗରେ 6 ମାସ ଭିତରେ ତିଆରି କରି ଥିଲେ ଏବଂ ତାକୁ ମାର୍କେଟ ରେ ଛାଡିଥିଲେ ମାର୍କେଟ ରେ ଏ ଆପ ବିଲକୁଲ ଚାଲିଲା ନାହିଁ କାରଣ ସର୍ଟ ଭିଡ଼ିଓ ରେ ପୁରା education ର ଲାଭ ହେଉ ନଥିଲା |
ଏ ଭୁଲ ରୁ ସେମାନେ ବହୁତୁ କିଛି ଶିଖିଥିଲେ ଏବଂ ତାକୁ ଠିକ କରିବା ପାଇଁ ଚେଷ୍ଟା କରିବାରେ ଲାଗିଥିଲେ
2014 ରେ ସେମାନେ musical .ly ଆପ ତିଆରି କଲେ ଏବଂ ସେ ଆପ ଭଲ ଚାଲି ଲା |
november 2017 ରେ Bytedance ନାମକ ଗୋଟିଏ ଚାଇନା କମ୍ପାନୀ musical .ly ଆପ କୁ 1 billion dollar ରେ କିଣି ନେଇ ଥିଲା ଏବଂ ସେଥିରେ ଅଲଗା ଆଉ କିଛି ଫିଚର ରଖିକି tik tok ନାମରେ ରଖିଲା |
0 Response to "TIK TOK ରୁ କେମିତି ପଇସା ରୋଜଗାର କରିହେବ ଏବଂ TIK TOK ଆପ କୁ କିଏ କେମିତି ତିଆରି କଲେ ?How to make money from TIK TOK and who made the TIK TOK app?"
Post a Comment