OdiaNewsToday.In
ଗୋଟେ ଦିନ ପର୍ଯ୍ୟନ୍ତ ଟ୍ରେନ ରେ ପଡି ରହିଲା ମଜଦୁର ଶବ | ଅଂତିମ ସଂସ୍କାର ପରେ ରିପୋର୍ଟ ରେ ହଡ଼କଂପ |The body of the worker lay on the train for a day The report said that after the funeral, the report was released

ଗୋଟେ ଦିନ ପର୍ଯ୍ୟନ୍ତ ଟ୍ରେନ ରେ ପଡି ରହିଲା ମଜଦୁର ଶବ | ଅଂତିମ ସଂସ୍କାର ପରେ ରିପୋର୍ଟ ରେ ହଡ଼କଂପ |The body of the worker lay on the train for a day The report said that after the funeral, the report was released

ଉତର ପ୍ରଦେଶ ର ଅଯୋଧ୍ୟା ରେ କରୋନା ସଂକ୍ରମିତ ବ୍ୟକ୍ତି ର ଅନ୍ତିମ ସଂସ୍କାର ରେ ସାମିଲ ଥିବା 10 ଜଣ ଲୋକ କୁ ସଙ୍ଘବଧ ଗୃହ ରେ ରଖା ଯାଇଛି | ସେମାନେ ସମସ୍ତେ ନିଜର ଜଣେ ସମ୍ପର୍କୀୟ ର ଅନ୍ତିମ ସଂସ୍କାର ରେ ସାମିଲ ଥିଲେ | ଅଂତିମ ସଂସ୍କାର ପରେ ଆସିଥିବା ରିପୋର୍ଟ ରୁ ଜଣା ଯାଇ ଥିଲା ମୃତକ ବ୍ୟକ୍ତି କରୋନା ସଂକ୍ରମଣ ଥିଲେ |



ରିପୋର୍ଟ ଅନୁସାରେ ମୁମ୍ବାଇ ରୁ ଅଯୋଧ୍ୟା ନିଜ ଘର ଘୋସାଈ ଗଂଜ ଫେରୁଥବା ମଜଦୁର 54 ଜଣ ଯାତ୍ରୀ ସାଂଗରେ ଯାତ୍ରା କରିଥିଲେ | ଯାତ୍ରା ସମୟରେ ସେ ମୃତ୍ୟୁ ବରଣ କରିଥିଲେ | 24 ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ରେ ତାଂକର ଶବ ପଡି ରହିଥିଲା | ଏହା ମଧ୍ୟରେ ଟ୍ରେନ କୁ ରୋକା ଯାଇ ଶବକୁ ବାହାର କରା ଯାଇ ନଥିଲା |

ଯେତେ ବେଳେ ଟ୍ରେନ lucknow ରେ ପହଂଚି ଥିଲା ସେତେ ବେଳେ ଜୀ ଆର ପି ଶବ କୁ ବାହାର କରି ଥିଲା | ଏହା ପରେ DM ଏବଂ CMO ନିର୍ଦେଶ ରେ ଶବ କୁ କେଜିଏମୟୁ ହସ୍ପିଟାଲ ରେ ବ୍ୟବଛେଦ କରାଗଲା |

କରୋନା ରିପୋର୍ଟ ଆସିନଥିଲା କିନ୍ତୁ ଶବ କୁ ତାଂକର ଗ୍ରାମ କୁ ପଠାଇ ଦିଆଯାଇଥିଲା | ଯୋଉ ଠାରେ ତାଂକର ଅନ୍ତିମ ସଂସ୍କାର କରାଯାଇଥିଲା | ଏମିତି କି ସେଠାରେ ତାଂକର ଶବ ସତ୍କାର କରୋନା ପ୍ରଟୋକଲ ହିସାବ ରେ ହେଇ ନଥିଲା | ପରେ ଜଣା ପଡିଲା ମୃତ୍ୟ ବ୍ୟକ୍ତି କରୋନା ସଂକ୍ରମିତ ଏହା ପରେ ରେଲେୱ ଷ୍ଟାଫ ରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ହଡ଼କଂପ ହେବାରେ ଲାଗିଛି |

0 Response to "ଗୋଟେ ଦିନ ପର୍ଯ୍ୟନ୍ତ ଟ୍ରେନ ରେ ପଡି ରହିଲା ମଜଦୁର ଶବ | ଅଂତିମ ସଂସ୍କାର ପରେ ରିପୋର୍ଟ ରେ ହଡ଼କଂପ |The body of the worker lay on the train for a day The report said that after the funeral, the report was released"

Post a Comment

Iklan Tengah Artikel 2

f