CORONA VIRUS : ର ଚିକିସ୍ଥା ହୋମିଓପାଥି ରେ ସଫଳ ପୂର୍ବକ ହେଇପାରିଛି |
ଓଡ଼ିଆ ନ୍ୟୁଜ ଟୁଡ଼େ : ଏବେ ସାରା ବିଶ୍ଵ ରେ କରୋନା ମହାମାରୀ ଠାରୁ ମୁକ୍ତି ପାଇବା ପାଇଁ ଚେଷ୍ଟା ଚାଲିଛି | ଭାରତ ମଧ୍ୟ ନିଜର କରୋନା ସଂକ୍ରମିତ ମାନଂକୁ ଠିକ କରିବା ପାଇଁ ଏବଂ ଏହାର ଟୀକା ନିର୍ମାଣ କରିବା ରେ ଲାଗି ପଡିଛି | କରୋନା ସଂକ୍ରମିତ ଅନେକ ରୋଗୀ ଠିକ ହୋଇକି ଘରକୁ ଫେରିଛନ୍ତି ଏବଂ କିଛି ରୋଗୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି ଏହା ସହିତ ବହୁତ ରୋଗୀ ଏବେ ହସ୍ପିଟାଲ ରେ ଆଡମିଟ ଅଛନ୍ତି | ସବୁ ରୋଗୀ ମାନଂକୁ କରୋନା ହସ୍ପିଟାଲ ରେ ଟ୍ରିଟମେଣ୍ଟ କରାଯାଉଛି |
କିନ୍ତୁ ଏହା ମଧ୍ୟ ରେ କିଛି କରୋନା ସଂକ୍ରମିତ ରୋଗୀ ମାନଂକୁ ମଧ୍ୟ ପ୍ରଦେଶ ର ସାଶକୀୟ ହୋମିଓପାଥି ଚିକିସ୍ଥା ମହାବିଦ୍ୟାଳୟ (BHOPAL ) ରେ ଚିକିସ୍ଥା ହେବା ପାଇଁ ଭର୍ତି କରାଯାଇଥିଲା | ମଧ୍ୟ ପ୍ରଦେଶ ର ପ୍ରଥମ ଭାବରେ ଏହି ହସ୍ପିଟାଲ କୁ COVID -19 କେୟାର ସେଣ୍ଟର ଭାବରେ ନିର୍ମାଣ କରାଯାଇଥିଲା |
ଏହି ହସ୍ପିଟାଲ ରେ ଟ୍ରିଟମେଣ୍ଟ ହେଉଥିବା ଛଅ ଜଣ କରୋନା ସଂକ୍ରମିତ ରୋଗୀ ଠିକ ହୋଇକି ଘରକୁ ଫେରିଛନ୍ତି | ଡାକ୍ତର କହିଛନ୍ତି ଏଠାରେ ସବୁ ରୋଗୀ ମାନଂକ ଲକ୍ଷଣ ଦେଖିକି ହୋମିଓପାଥି ଔଷଧ ଚୟନ କରାଯାଇଥିଲା ଏବଂ ସଠିକ ପରିମାଣ ର ଔଷଧ ଦିଆ ଯାଇଥିଲା , ଏହାର ପରିମାଣ ପରେ ରୋଗୀକୁ ଠିକ କରିବାରେ ସାହାଯ୍ୟ କରିଥିଲା ଏବଂ ରୋଗୀ ମାନଂକ କରୋନା ସଂକ୍ରମିତ ବହୁତ ଶୀଘ୍ର ଠିକ ହେବାର ଦେଖାଦେଇଥିଲା | କୋଉ ରୋଗୀ ମାନଂକୁ ଭେଣ୍ଟିଲେଟର ର ଆବଶ୍ୟକ ପଡ଼ିନଥିଲା |
ଡାକ୍ତର କହିବା କଥା ହୋମିଓପାଥି ଆଜିର ଦିନରେ ଏହି ମହାମାରୀ ପାଇଁ ବହୁତ ବଢିଆ ଉପଚାର ଏହାକୁ ସରକାର ଗ୍ରାମୀଣ କ୍ଷେତ୍ର ରେ ଅଧିକ ରୁ ଅଧିକ ଆରମ୍ଭ କରିବା ଦରକାର ଯୋଉଥିରେ ଗ୍ରାମରେ ରହୁଥିବା ସାଧାରଣ ଲୋକ ଏହାର ଲାଭ ଉଠାଇ ପାରିବେ ଏବଂ ଆସିବା ସମୟରେ କରୋନା ଠାରୁ ରକ୍ଷା ପାଇ ପାରିବେ |

0 Response to "CORONA VIRUS : ର ଚିକିସ୍ଥା ହୋମିଓପାଥି ରେ ସଫଳ ପୂର୍ବକ ହେଇପାରିଛି |"
Post a Comment