OdiaNewsToday.In
 ଭାରତ ର ଅଲଗା ଅଲଗା ଦିଗ ରେ ରହିଛି ଚାରି ଧାମ | ଜାଣନ୍ତୁ ସବୁ ଧାମ ବିଷୟ ରେ |There are four temples in different parts of India Learn about all religions

ଭାରତ ର ଅଲଗା ଅଲଗା ଦିଗ ରେ ରହିଛି ଚାରି ଧାମ | ଜାଣନ୍ତୁ ସବୁ ଧାମ ବିଷୟ ରେ |There are four temples in different parts of India Learn about all religions

ଭାରତ ର ଚାରି ଧାମ ଦେଶ ର ଚାରି ଦିଗ ରେ ରହିଛି | ଉତର ଦିଗ ରେ ବଦ୍ରୀନାଥ ଧାମ ,ଦକ୍ଷିଣ ଦିଗ ରେ ରାମେଶ୍ୱରଂ ମ ,ପୂର୍ବ ଦିଗ ରେ ପୁରୀ ଧାମ ଏବଂ ପଶ୍ଟିମ ରେ ଦ୍ଵାରିକା ପୁରୀ |


google image


ବଦ୍ରୀନାଥ ଧାମ :

ଉତ୍ତରାଖଣ୍ଡ ରାଜ୍ୟ ର ଅଲକନନ୍ଦା ନଦୀ କୂଳରେ ବଦ୍ରୀନାଥ ଧାମ ଅବସ୍ତିତ ଅଛି | ଧାର୍ମିକ ମାନ୍ୟତା ଅନୁସାରେ ଭଗଵାନ ଶ୍ରୀ ରାମ ଏହି ଧାମ କୁ ସ୍ଥାପନା କରିଥିଲେ | ଏହି ପାବନ ଧାମ ରେ ଅଚଳ ଜ୍ଞାନ ଜ୍ୟୋତି ର ପ୍ରତୀକ ରୂପରେ ଅଖଣ୍ଡ ଦୀପ ଜଳୁ ଅଛି | ଏଠାରେ ନର ନାରାୟଣ ଭଗବାନ ପୂଜା ପାଉଛନ୍ତି || ସବୁ ବର୍ଷ ଏପ୍ରିଲ ମାସ ର ଶେଷ ରେ କିମ୍ବା ମଇଁ ମାସରେ ମନ୍ଦିର କପାଟ ଖୋଲା ଯାଉଛି ଏବଂ ନଭେମ୍ବର ର ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଖୋଲା ରହୁଛି |

google image

ରାମେଶ୍ୱରଂ ମ  ଧାମ :

ତାମିଲନାଡୁ ରାଜ୍ୟ ର ରାମନାଥପୁରମ ଜିଲ୍ଲା ରେ ସମୁଦ୍ର କୋଣ  ରେ ରାମେଶ୍ୱରଂ ଧାମ ଅଛି | ଏହି ଧାମ ଚାରି ପଟେ ହିନ୍ଦ ମହାସାଗର ଏବଂ ବଙ୍ଗଳା ଖାଡ଼ି ଘେରି ହୋଇ ଅଛି |ରାମେଶ୍ୱରଂ ଧାମ ରେ ଭଗବାନ ଶିବ ଙ୍କୁ  ସମର୍ପିତ ଅଛି ଏଠାରେ ଶିବ ଙ୍କ ଲିଙ୍ଗ ପୂଜା କରା ଯାଉଛି |

google image

ପୁରୀ ଧାମ :

ଭାରତ ର ଓଡିଶା ରାଜ୍ୟ ରେ ତଟବର୍ତ୍ତୀ ସହର ପୁରୀ ରେ ଜଗନ୍ନାଥ ଧାମ ରହିଛି | ଏଠାରେ ଭଗବାନ ଜଗନ୍ନାଥ ,ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଏହି ମନ୍ଦିର ର ପ୍ରମୁଖ ଦେବତା | ସବୁ ବର୍ଷ ଏଠାରେ ରଥ ଯାତ୍ରା ଆୟୋଜନ ହେଉଛି |

google image

ଦ୍ଵାରିକା ଧାମ :


ଦ୍ଵାରିକା ଧାମ ଗୁଜରାଟ ରାଜ୍ୟ ର ପଶ୍ଟିମି ରେ ଅବସ୍ତିତ | ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର କୋଣ ରେ ଅବସ୍ତିତ ଏହି ଧାମ କୁ ଭଗବାନ ଶ୍ରୀକୃଷ୍ଣ ସ୍ଥାପିତ କରି ଥିଲେ | ଦ୍ଵାରିକା ଧାମ ରେ ଭଗବାନ ଶ୍ରୀକୃଷ୍ଣ ପୂଜା ପାଉଛନ୍ତି |

0 Response to " ଭାରତ ର ଅଲଗା ଅଲଗା ଦିଗ ରେ ରହିଛି ଚାରି ଧାମ | ଜାଣନ୍ତୁ ସବୁ ଧାମ ବିଷୟ ରେ |There are four temples in different parts of India Learn about all religions "

Post a Comment

Iklan Tengah Artikel 2

f