OdiaNewsToday.In
ଏବେ କେମିତି ଦେଖା ଯାଉଛନ୍ତି ସଲମନ ଖାନଂକ  ପ୍ରଥମ ଗାର୍ଲ ଫ୍ରେଣ୍ଡ  ଏବଂ କାହା ପାଇଁ ତାଂକର ପ୍ରେମର ବଂଧନ ରେ ବାଧା ସୃଷ୍ଟି ହେଇଥିଲା ଚାଲନ୍ତୁ ଜାଣିବା |

ଏବେ କେମିତି ଦେଖା ଯାଉଛନ୍ତି ସଲମନ ଖାନଂକ ପ୍ରଥମ ଗାର୍ଲ ଫ୍ରେଣ୍ଡ ଏବଂ କାହା ପାଇଁ ତାଂକର ପ୍ରେମର ବଂଧନ ରେ ବାଧା ସୃଷ୍ଟି ହେଇଥିଲା ଚାଲନ୍ତୁ ଜାଣିବା |

ସଲମାନ ଖାନଂକ ଫେନ୍ସ ପାଇଁ ସୋମି ଅଲ୍ଲୀ ନୂଆ ନାମ ନୁହେଁ | ସଲମାନ - ସୋମି ଅଲ୍ଲୀ ପ୍ରେମ କାହାଣୀ ସମସ୍ତଂକୁ ଜଣା | ସୋମି ଅଲ୍ଲୀ ଜନ୍ମ ପାକିସ୍ତାନ ର କରାଚୀ ରେ ହେଇଥିଲା କିନ୍ତୁ ସେ ପ୍ଲୋରୀଦା ରେ ତାଂକର ପିଲା ଦିନ ବିତାଇ ଛନ୍ତି | 90 ଦଶକ ରେ ସୋମି ପ୍ରାୟ ସବୁ ବଡ ଆକ୍ଟର ସାଂଗରେ କାମ କରିଛନ୍ତି | ତାପରେ ଅଚାନକ ବଲିଉଡ ରୁ ବିଦାୟ ନେଇ ଯାଇଥିଲେ |

google image
ଆପଣ ଜାଣିଛନ୍ତି ସେ ଆଜି କାଲି କୋଉଠି ଅଛନ୍ତି ଏବଂ କଣ କରୁଛନ୍ତି | ଗୋଟେ ସମୟ ଥିଲା ହିନ୍ଦୀ ସିନେମା ରେ ସେ ଲୋକପ୍ରିୟ ନାୟିକା ସାଜି ଥିଲେ କିନ୍ତୁ ଏବେ ସିଏ ଫ୍ଲୋରିଡ଼ା ରେ ଗୋଟେ ନୋ ମୋର ଟିୟର୍ସ ନାମ ରେ ଏନଜିଓ ଚଳାଉ ଛନ୍ତି | ଏହା ସାଂଗରେ ଘରେ ଘଟୁଥିବା ହିଂସା ଏବଂ ରେଫ ପୀଡିତା ମାନଂକ ପାଇଁ କାମ କରୁଛନ୍ତି | ସୋସିଆଲ ମେଡିଆ ରେ ତାଂକର କିଛି ଆକାଉଣ୍ଟ ନଥାଇ ମଧ୍ୟ ତାଂକର ଫଟ ଭାଇରଲ ହେଉଛି |

ପ୍ରକୁତ ରେ ସୋମି ଅଲ୍ଲୀ କୁ ସଲମାନ ଖାନଂକ ପ୍ରଥମ ଗାର୍ଲ ଫ୍ରେଣ୍ଡ କୁହା ଯାଉଛି | ତାଂକ ସାଂଗରେ ସଲମାନ ବିବାହ କରିବାକୁ ଚାହୁଁ ଥିଲେ ଏବଂ କାହା ପାଇଁ ତାଂକର ଏ ରିସ୍ତା ଆଗକୁ ଯାଇ ପାରିଲା ନାହିଁ ସେ ବିଷୟରେ ସୋମି ଅଲ୍ଲୀ ଗୋଟେ ସାକ୍ଷାତ କାର ରେ କହିଥିଲେ | ସେ କହିଥିଲେ ସଲମାନ ର ଫିଲ୍ମ ମେନେ ପ୍ୟାର କିୟା ଦେଖିବା ପରେ ସେ ସଲମାନ ପାଇଁ ଏମିତି ଦିବାନି ହେଇ ଥିଲେ ସେଇ ରାତିରେ ଭାରତ ଆସିବାକୁ ଚାହିଁଥିଲେ |
ସୋମି ର ଭାରତ ଆସିବା କଥା ଶୁଣିକି ତାଂକ ମା ବହୁତ ଦୁଖୀ ହେଇ ଯାଇଥିଲେ କିନ୍ତୁ ପରେ ବୁଝି ଯାଇଥିଲେ | ସେହି ସମୟରେ ସୋମି ଅଲ୍ଲୀ ବୟସ 16 ବର୍ଷ ଥିଲା | ସଲମାନ ଏବଂ ସୋମି ସମ୍ପର୍କ 6 ବର୍ଷ ପର୍ଯ୍ୟନ୍ତ ଚାଲି ଥିଲା | ସଲମାନ ଏବଂ ସୋମି ସାଂଗ ରେ ଫିଲ୍ମ ମଧ୍ୟ କରିଛନ୍ତି | ଗୋଟେ ପୁରୁଣା ସାକ୍ଷାତ କାର ରେ ସୋମି କହିଛନ୍ତି ସଲମାନ ତାଂକର ପ୍ରଥମ ବୟ ଫ୍ରେଣ୍ଡ ଥିଲେ କିନ୍ତୁ ଐଁସୁରୀଆ ରାୟ ମଝିରେ ଆସିକି ତାଂକର ରିସ୍ତା ରେ ବାଧା ଆସିଥିଲା ତା ସହିତ ମୁଁ ଫିଲ୍ମ ରେ ଏଇଥି ଲାଗି ଏଣ୍ଟ୍ରି କରିଥିଲି ଯାହା ଫଳରେ ସଲମାନ ସହିତ ବିବାହ ହେବ |

0 Response to "ଏବେ କେମିତି ଦେଖା ଯାଉଛନ୍ତି ସଲମନ ଖାନଂକ ପ୍ରଥମ ଗାର୍ଲ ଫ୍ରେଣ୍ଡ ଏବଂ କାହା ପାଇଁ ତାଂକର ପ୍ରେମର ବଂଧନ ରେ ବାଧା ସୃଷ୍ଟି ହେଇଥିଲା ଚାଲନ୍ତୁ ଜାଣିବା |"

Post a Comment

Iklan Tengah Artikel 2

f