OdiaNewsToday.In
ଏହି ପାଞ୍ଚ ଟି କଥା କାହାକୁ ସେଆର କରନ୍ତୁ ନାହିଁ  , ସମ୍ପର୍କ ରେ ଫାଟ ସୃଷ୍ଟି ହେଇପାରେ |

ଏହି ପାଞ୍ଚ ଟି କଥା କାହାକୁ ସେଆର କରନ୍ତୁ ନାହିଁ , ସମ୍ପର୍କ ରେ ଫାଟ ସୃଷ୍ଟି ହେଇପାରେ |

କିଛି ଲୋକ ନିଜ ରିଲେସନସିପି କୁ ନେଇକି ବହୁତ ଗର୍ଵ କରିଥାନ୍ତି | ନିଜ କଥା ଅନ୍ୟ ମାନଂକୁ କହିବା କୁ ମଜ଼ା ଲାଗିଥାଏ , କିନ୍ତୁ କିଛି କଥା ନିଜ ନିଜ ଭିତରେ ରହିଲେ  ବହୁତ ଭଲ | ଚାଲନ୍ତୁ ଜାଣିବା ଏମିତି କିଛି କଥା  ଯିଏକି ଖାସ ସାଂଗ ମାନଂକ ପାଖରେ ବି କହିବା ଅନୁଚିତ |



pixabay 

ଲଢେ଼ଇ  - ଝଗଡା :

ଯେତେ ବେଳେ ଆମେ ଉଦାସ ଏବଂ ଦୁଃଖୀ  ରହୁଛେ ସେଇ ସମୟ ରେ ଅନ୍ୟ ଲୋକ ସାଂଗରେ ନିଜର ହୃଦୟ କଥା କହିବାକୁ ଚାହିଁ ଥାନ୍ତି କିନ୍ତୁ ଏହି ଝଗଡା ବିଷୟରେ ନିଜ ସାଂଗ କୁ ବା ଅନ୍ୟ କାହାକୁ କହିବା ଖରାପ  ଅନୁଚିତ କାରଣ କିଛି ସମୟ ପରେ  ଆପଣ ଦୁଇ ଜଣ ନର୍ମାଲ ହେଇଯିବେ | କିନ୍ତୁ ଅପଣଂକ ମିତ୍ର ଏହି କଥା କୁ ଲମ୍ବା ସମୟ ପର୍ଯ୍ୟନ୍ତ ମନେ ରଖିବ | ଦାମ୍ପତ୍ୟ ଜୀବନ ରେ ଲଢେ଼ଇ ଝଗଡା ନର୍ମାଲ କଥା | ସେଥି ପାଇଁ ପୁରା ଦୁନିଆ ଆଗରେ ନିଜ ଜୀବନ ଖୋଲା ବହି ଭଳିଆ ରଖିବା କଥା ନୂହେଁ |


ଟଂକା ବିଷୟରେ ସମସ୍ୟା :


ଯଦି ଆପଣଂକ ଜୀବନ ସାଥି  ର ଖରାପ ଗୁଣ ବିଷୟରେ  ଅନ୍ୟ କାହା କୁ କହିବା ତାହାଲେ  ଭବିଷ୍ୟତ ରେ ଆହୁରି ଅଧିକ  ଅସୁବିଧା ସମୁଖୀନ ହେବେ | ଯଦି ନିଜର ଜୀବନସାଥି  ଆର୍ଥିକ ସମସ୍ୟା ରେ ଅଛନ୍ତି ତାହାଲେ ଏହି ବିଷୟରେ ସାଂଗ କୁ କହିବା କିଛି ଦରକାର ନାହିଁ | ଏହି କଥା ନିଜର ଭାବନା କୁ ଖରାପ କରିବା ସହିତ ଆପଣକୁ ସ୍ଵାର୍ଥପର ମଣିଷ କରିଦେବ |  ଯଦି ଏମିତି କିଛି କଥା ଅଛି ତାହାଲେ ନିଜ ପାର୍ଟନର ସାଂଗରେ ଆଲୋଚନା କରନ୍ତୁ , ପୁରା ଦୁନିଆ ଆଗରେ ନୁହେଁ |

ପାର୍ଟନର ର  ଘର ସମସ୍ୟା :

ନିଜ ମିତ୍ର ପାଖ ରେ କେବେ ବି  ନିଜ ପାର୍ଟନର ର ଘର ସମସ୍ୟା ବିଷୟରେ ଆଲୋଚନା କରନ୍ତୁ ନାହିଁ | ଯଦି ଅପଣଂକ ପାର୍ଟନର ର ପରିବାର ରେ  କିଛି ଖରାପ ହେଇଛି  ସେହି କଥା କୁ ନିଜ ଭୀତରେ ରଖନ୍ତୁ କାରଣ ସେ ଅପଣଂକୁ ଭରସା କରିକି  ସେ  ଘର ବିଷୟରେ ଜନେଇଛି | ଯଦି ଜଣା ପଡିବ ଆପଣ ସବୁ କଥା ସମସ୍ତ  ଲୋକଂକୁ କହିଛନ୍ତି ତାହାଲେ ସେ କେବେ ବି ଆପଣ କୁ ଭରସା କରିବ ନାହିଁ |ପାର୍ଟନର ର


ପୂର୍ବ ରେ ଥିବା ସମ୍ପର୍କ :


ନିଜ ମିତ୍ର ମାନଂକ ସାଂଗରେ କେବେ ବି  ନିଜର ପାର୍ଟନର ର ପୁରୁଣା ସମ୍ପର୍କ  ବିଷୟରେ କଥା ହୁଅନ୍ତୁ ନାହିଁ ଆପଣଂକୁ ତାର ବିଶ୍ଵାସ ଥିବା ଯୋଗୁଁ  ସବୁ କଥା ଆପଣ ଜାଣି ପାରିଲେ ସେଠି ପାଇଁ ମିତ୍ର ମାନଂକ ପାଖରେ କହିକି ବିଶ୍ଵାସ ରେ ବିଷ ଦିଅନ୍ତୁ ନାହିଁ | ନିଜ ପାର୍ଟନର ର ସତ୍ୟତା ରଖିବା ଖାଲି ଅପଣଂକର ହାତରେ |

ପାର୍ଟନର ର ତୁଳନା କରିବା :



ସମସ୍ତଂକ  ଜୀବନରେ ଉପରକୁ ଯିବା ତଳକୁ ଆସିବା ଆସିଥାଏ  କିନ୍ତୁ ଏହାର କାରଣ ନୁହେଁ  ଆପଣ ଯାଇକି ନିଜ ମିତ୍ର ପାଖରେ  ଅନ୍ୟ ର ତାରିଫ ଏବଂ ନିଜ ପାର୍ଟନର  କୁ ଖରାପ କହିବା  ଏହି ଭଳିଆ କଥା ଲୁଚିକି ରହି ନଥାଏ  | ଆପଣ ଭାବନ୍ତୁ ଯଦି  ଅପଣଂକର ପାର୍ଟନର ଜାଣି ପାରିବେ ଆପଣ ତାଂକ ବିଷୟରେ ଏତେ  ଖରାପ ଭାବନା ଅଛି ତାହାଲେ ତାଂକୁ କେତେ ଦୁଃଖ ହେବ |

0 Response to "ଏହି ପାଞ୍ଚ ଟି କଥା କାହାକୁ ସେଆର କରନ୍ତୁ ନାହିଁ , ସମ୍ପର୍କ ରେ ଫାଟ ସୃଷ୍ଟି ହେଇପାରେ |"

Post a Comment

Iklan Tengah Artikel 2

f