OdiaNewsToday.In
ଡାକ୍ତର ମାନେ ଅପରେସନ କଲା ସମୟ ରେ କାହିଁକି  ଗ୍ରୀନ / ବ୍ଲୁ ( green /blue ) ରଂଗର କପଡା ରେ ନଜର ଆସନ୍ତି |Why do doctors look in green / blue clothes during surgery?

ଡାକ୍ତର ମାନେ ଅପରେସନ କଲା ସମୟ ରେ କାହିଁକି ଗ୍ରୀନ / ବ୍ଲୁ ( green /blue ) ରଂଗର କପଡା ରେ ନଜର ଆସନ୍ତି |Why do doctors look in green / blue clothes during surgery?

ସବୁ ବେଳେ ଫିଲ୍ମ ବା ହସ୍ପିଟାଲ ରେ ଆମେ ମାନେ ଡାକ୍ତର ମାନଂକୁ ଗ୍ରୀନ / ବ୍ଲୁ ରଂଗର କପଡା ରେ ଦେଖିବା କୁ ପାଇ ଥାଉ ଯେତେ ବେଳେ ଡାକ୍ତର କାହାକୁ ଅପରେସନ କରିବାର ଥିବ | କିନ୍ତୁ ଆପଣ କେବେ ଭାବିଛନ୍ତି ଅପରେସନ ସମୟରେ କାହିଁକି ଗ୍ରୀନ / ବ୍ଲୁ ରଂଗ ର କପଡା ଲଗାନ୍ତି କାହିଁକି ନାଲି , ହଳଦିଆ ଆଉ ଅନ୍ୟ ରଂଗର କପଡା ଲଗାନ୍ତି ନାହିଁ ?


ଡାକ୍ତର ମାନେ ଅପରେସନ କଲା ସମୟ ରେ କାହିଁକି  ଗ୍ରୀନ / ବ୍ଲୁ ( green /blue ) ରଂଗର କପଡା ରେ ନଜର ଆସନ୍ତି |Why do doctors look in green / blue clothes during surgery?

କୁହା ଯାଉଛି ପୂର୍ବରୁ ଡାକ୍ତର ଠାରୁ ଆରମ୍ଭ କରି ହସ୍ପିଟାଲ ର ସବୁ କର୍ମଚାରୀ ଧଳା ରଂଗ କପଡା ଲଗାଉ  ଥିଲେ  ,କିନ୍ତୁ 1914 ମସିହା ରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ପାରମ୍ପରିକ ଡ୍ରେସ କୁ green /blue ରଂଗର ଡ୍ରେସ ରେ ପରିବର୍ତନ କରି ଦେଇ ଥିଲେ |

ଯଦି ଆପଣ ଧ୍ୟାନ ଦେଇଥିବେ ହସ୍ପିଟାଲ ରେ ପରଦା ବି ଗ୍ରୀନ ରଂଗର ହେଇଥାଏ ତା ସାଂଗରେ କର୍ମଚାରୀ ମାନଂକ ମାସ୍କ ଏବଂ କପଡା ଗ୍ରୀନ ରଂଗର ହେଇଥାଏ | ଶେଷରେ ଏ କପଡା କଣ ପାଇଁ ଖାସ ଯିଏକି ଅନ୍ୟ ରଂଗ ରେ ନାହିଁ |

ଟୁଡ଼େ ସର୍ଜିକାଲ ନର୍ସ ରେ 1998 ମସିହା ରେ ଛପା ଯାଇଥିବା ଗୋଟେ ରିପୋର୍ଟ ଅନୁସାରେ , ସର୍ଜରୀ ସମୟରେ ଡାକ୍ତର ମାନଂକୁ ଏଇ ଗ୍ରୀନ ରଂଗ ର କପଡା ଆଖି କୁ ଆରାମ ଦେଇଥାଏ | ସବୁ ବେଳେ ଦେଖା ଯାଇ ଥାଏ ଯଦି ଗୋଟେ ରଂଗ କୁ ସର୍ବଦା ଦେଖା ଯାଏ ଆଖି କୁ ଅଜୀବ ଥକିବା ଭଳିଆ ଲାଗିଥାଏ | ଆମ ଆଖି ଯଦି ସୂର୍ଯ୍ୟ ବା କୋଉ ଚମକ ଜିନିଷ କୁ ଦେଖିଲା ପରେ ଯଦି ଗ୍ରୀନ ରଂଗ କୁ ଦେଖୁଛେ ତାହାଲେ ଆଖି ଠିକ ଲାଗିଥାଏ |
ଯଦି ବୈଜ୍ଞାନିକ ଦୃଷ୍ଟି କୋଣ ରୁ ଦେଖା ଯାଏ ତାହାଲେ ଆମ ଆଖିର ଜୈବିକ ନିର୍ମାଣ red ,green ,blue ରଂଗ ଦେଖିବାରେ ସକ୍ଷମ | ଏହି ରଂଗର ମିଶ୍ରଣ ରେ ହଜାର କାରୋଡ଼ ରଂଗ ଚିହିଁବାରେ ସକ୍ଷମ ଅଛି କିନ୍ତୁ ସବୁ ରଂଗ ତୁଳନା ରେ ଆମ ଆଖି blue /green ରଂଗ ସବୁ ଠୁ ଭଲ ଭାବ ରେ ଦେଖି ପାରେ |

ତା ସାଂଗରେ ଡାକ୍ତର ଅପରେସନ ସମୟ ରେ ମାନବ ଶରୀର ରେ ରକ୍ତ ଆଉ ଅନ୍ୟ ଭିତର ଅଂଗ ଦେଖି କି ବିଚଳିତ ହେଇ ପାରନ୍ତି ତେଣୁ ଏହି ସମୟ ରେ green /blue ରଂଗ ଦେଖି କି ମାନସିକ ଚାପ ଠିକ ରହି ଥାଏ |

0 Response to "ଡାକ୍ତର ମାନେ ଅପରେସନ କଲା ସମୟ ରେ କାହିଁକି ଗ୍ରୀନ / ବ୍ଲୁ ( green /blue ) ରଂଗର କପଡା ରେ ନଜର ଆସନ୍ତି |Why do doctors look in green / blue clothes during surgery?"

Post a Comment

Iklan Tengah Artikel 2

f