OdiaNewsToday.In
CORONA VIRUS : କଣ AC ଲଗେଇଲେ ବଢୁଛି କରୋନା ଭାଇରସ ର ସଂକ୍ରମଣ ? ଜାଣନ୍ତୁ AIIMS ଡାଇରେକଟର କଣ କହିଲେ |

CORONA VIRUS : କଣ AC ଲଗେଇଲେ ବଢୁଛି କରୋନା ଭାଇରସ ର ସଂକ୍ରମଣ ? ଜାଣନ୍ତୁ AIIMS ଡାଇରେକଟର କଣ କହିଲେ |

 ଦେଶ ସାରା ସମ୍ପୂର୍ଣ LOCKDOWN ହେବା ପରେ ମଧ୍ୟ କରୋନା ଭାଇରସ ସଂକ୍ରମଣ ବଢି ବାରେ ଲାଗିଛି | ଦେଶ ରେ କରୋନା ସଂକ୍ରମଣ ସଂଖ୍ୟା ଲଗାତାର ବଢିବା ରେ ଲାଗିଛି | କରୋନା ଭାଇରସ ସଂକଟ ରେ ଲୋକ ମାନଂକ ମନରେ ରେ କେତେ ପ୍ରକାର ଦ୍ଵନ୍ଦ ଅନୁଭୂତି ହେଉ ଅଛି | ଚାଲନ୍ତୁ ଜାଣିବା ଦିଲ୍ଲୀ ର AIIMS ର ଡାଇରେକଟର ଡକ୍ଟର ରଣଦୀପ ଗୁଲେରିଆ ସବୁ ଜବାବ ର ଜବାବ ଦେଇଛନ୍ତି | ଏହା ମଧ୍ୟ ରେ ଗୋଟେ ଜବାବ କାର ଆଉ ଘରେ AC ଲଗେଇଲେ କରୋନା ସଂକ୍ରମଣ ବଢୁଛି କି ?


corona virus ac


ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି AC ଲଗେଇଲେ ବିପଦ ସେବେ ଆସିବ ଯେତେ  ବେଳେ ଘର କ୍ରସ ଭେଣ୍ଟିଲେସନ ଥିବ |


ଯଦି ଆପଣଂକ ଘରେ WINDOW AC ରେ ଆପଣଂକ ଘର ର ପବନ ସେଇଘରେ ସୀମିତ ରହିବ ତେଣୁ WINDOW AC ବା CAR AC ଚଳିବାରେ   କିଛି ଅସୁବିଧା ନାହିଁ କିନ୍ତୁ CENTRAL AC ରେ ସଂକ୍ରମଣ ବଢିବାର ଆଶଂକା ଅଛି | ସେଥି ପାଇଁ CENTTRAL AC ଲଗାଇବା ଦ୍ଵାରା ବିପଦ ଆସି ପାରେ |

CENTRAL AC ରେ ପବନ ସବୁ ରୁମ କୁ ଯାଉ ଅଛି ତେଣୁ ଯଦି କୋଉ ଅନ୍ୟ ରୁମ ରେ ବା ଅଫିସ ର ଅନ୍ୟ କୋଉ ସ୍ଥାନ ରେ ଯୋଉ ଲୋକ ସଂକ୍ରମଣ ଥିବ ଏବଂ ସିଏ  ଖାଁସୁ ଥିବେ ତାହାଲେ ସେହି ବ୍ୟକ୍ତି ଠାରେ ଥିବା ସଂକ୍ରମଣ ପବନ ରେ ବ୍ୟାପି ପାରେ ଯଦି WINDOW AC ଅଛି ଏବଂ ଘର ର ଗୋଟେ ରୁମ ରେ ଲାଗିଛି ତାକୁ ଚଳାଇ ବାରେ କିଛି ଅସୁବିଧା ନାହିଁ |

0 Response to "CORONA VIRUS : କଣ AC ଲଗେଇଲେ ବଢୁଛି କରୋନା ଭାଇରସ ର ସଂକ୍ରମଣ ? ଜାଣନ୍ତୁ AIIMS ଡାଇରେକଟର କଣ କହିଲେ |"

Post a Comment

Iklan Tengah Artikel 2

f