ମାତୃ ଦିବସ ରେ ମା କୁ ଖୁସି କରିବା ପାଇଁ କଣ କରିବା ଆବଶ୍ୟକ |What to do to make your mother happy on Mother's Day
By
Odia News Today
Saturday, 9 May 2020
Edit
ମାତୃ ଦିବସ / ମଦର୍ସ ଡେ ସବୁ ବର୍ଷ ମେଁ ମାସ 10 ତାରିଖ ରେ ପଡିଥାଏ | ଏହି ଦିବସ ରେ ପ୍ରାୟ ସବୁ ବର୍ଗ ର ଲୋକ ମାନେ ନିଜ ନିଜ ମା କୁ ଖୁସି କରିବା ପାଇଁ କିଛି ନୂଆ ଉପାୟ ରେ ସେଲିବ୍ରେଟି କରିଥାନ୍ତି |ଏହି ମଦର୍ସ ଡେ ରେ ନିଜ ମା କୁ ଖୁସି କରିବା ଏବଂ ତା ସହିତ ଏମିତି କିଛି କରିଥାନ୍ତି ଯୋଉଥିରେ ତାଂକ ମା ଦୁନିଆ ରେ ସବୁ ଠାରୁ ମହାନ | ଚାଲନ୍ତୁ ଆଜି ଆପଣଂକୁ କିଛି ଟିପ୍ସ ଦେବାକୁ ଯାଉଛୁ ଯୋଉ କାମ କରି ଆପଣ ମାନେ ନିଜ ମା କୁ ଖୁସି କରି ପାରିବେ |

- ନିଜ ମା ବିଷୟ ରେ ଗୋଟେ ଭଲ ସନ୍ଦେଶ ଲେଖନ୍ତୁ ତା ସହିତ ଫୋଟ ଏବଂ ଭିଡ଼ିଓ ଶେୟାର କରନ୍ତୁ |
- ନିଜ ମା କୁ ଖୁସି କରିବା ପାଇଁ ନିଜ ମା ସହିତ TIK TOK ଭିଡ଼ିଓ ତିଆରି କରି ଦେଖାନ୍ତୁ ଏବଂ ଶେୟାର କରନ୍ତୁ |
- ଏହି LOCKDOWN ରେ ନିଜ ମା କୁ ସାହାଯ୍ୟ କରନ୍ତୁ ଏବଂ ତାଂକୁ ଆରାମ କରିବା କୁ ସମୟ ଦିଅନ୍ତୁ ତା ସହିତ ଅନ୍ୟ ମାନଂକୁ ମଧ୍ୟ ସଚେତନ କରନ୍ତୁ |
- ଯଦି ଆପଣ ଘର ଠାରୁ ଦୂର ରେ ଅଛନ୍ତି ତାହାଲେ ମା ପାଇଁ ଗୋଟେ ସନ୍ଦେଶ ଲେଖିବା ସହିତ ତାଙ୍କୁ ଜଣାନ୍ତୁ ତାଂକ ଠାରୁ ଦୂରରେ ଥାଇ ମଧ୍ୟ ତାଂକୁ କେତେ ସମ୍ମାନ କରୁଛନ୍ତି ଏବଂ ତାଂକୁ କେତେ ଭଲ ପାଉଛନ୍ତି |
- ମା ପାଇଁ କବିତା ଏବଂ ସେଏରୀ ଲେଖନ୍ତୁ |
- ଏମିତି ମା କୁ ଖୁସି କରିବା ପାଇଁ ମା ଭଲ ପାଉଥିବା କିଛି ଜିନିଷ ଉପହାର କରନ୍ତୁ |
- ମା ସହିତ ବସି କିଛି ସମୟ କଥା ବାର୍ତା ହୁଅନ୍ତୁ |
- ମା କୁ ସମ୍ମାନ କରନ୍ତୁ ଏବଂ ତାଂକ ଠାରୁ ଆଶୀର୍ବାଦ ନିଅନ୍ତୁ |
f
0 Response to "ମାତୃ ଦିବସ ରେ ମା କୁ ଖୁସି କରିବା ପାଇଁ କଣ କରିବା ଆବଶ୍ୟକ |What to do to make your mother happy on Mother's Day"
Post a Comment