OdiaNewsToday.In
Are vegetarians safe from corona? Find out what the experts are saying

Are vegetarians safe from corona? Find out what the experts are saying

ଭାରତ ର ଜନ ସ୍ବାସ୍ଥ୍ୟ ସଂଗଠନ ର ଅଧ୍ୟକ୍ଷ ପ୍ରଫେସର କେ ଶ୍ରୀନାଥ ରେଡି କହିବା କଥା ଏହି କଥା କୁ ପ୍ରମାଣ କରିବା ପାଇଁ କିଛି ପ୍ରମାଣ ନାହିଁ ସାକାହାରୀ ଲୋକ କୁ କରୋନା ସଂକ୍ରମଣ ହେବାର ସମ୍ଭାବନା ନାହିଁ |
ସେ ମଧ୍ୟ କହିଛନ୍ତି COVID -19 ରେ ସାକାହାରୀ ଲୋକ କରୋନା ସଂକ୍ରମଣ ର ଶିକାର ହେଇଛନ୍ତି |








ଏମ୍ସ ର ହୃଦୟ ରୋଗ ବିଭାଗ ର ପ୍ରମୁଖ ଏହା ମଧ୍ୟ କହିଛନ୍ତି ଫଳ ଏବଂ ପନିପରିବା ଖାଉଥିବା ଲୋକ ମାନଂକ ପାଖରେ ବହୁତ ମାତ୍ରା ରେ ରୋଗ ପ୍ରତିରୋଧକ କ୍ଷମତା ରହୁଛି ସେଥି ପାଇଁ ସେମାନେ ଏହି ସଂକ୍ରମଣ କୁ ଭଲ ଭାବରେ ମୁକାବଲା କରି ପାରିବେ | ଏହା ସହିତ ସାକାହାରୀ ଭୋଜନ ରେ ସତେଜ ପନିପରିବା ଏବଂ ଫଳ ବ୍ୟବହାର କରିବା ଦ୍ଵାରା ଆହୁରି ଅଧିକ ରୋଗ ପ୍ରତିରୋଧକ କ୍ଷମତା ବଢିବାର ସମ୍ଭାବନା ଅଛି |

ରେଡି ଆହୁରି ମଧ୍ୟ କହିଛନ୍ତି ମୁହଁ ଏବଂ ନାକକୁ ଘୋଡାଇବା ସହିତ ଆଖି କୁ ମଧ୍ୟ ଘୋଡାଇବା ବହୁତ ଜରୁରୀ କାରଣ ଏହି ବୀମାରୀ ଆଖି ,ନାକ ଏବଂ ମୁହଁ ଦ୍ଵାରା ଶରୀର ରେ ପ୍ରବେଶ କରିଥାଏ | ଆମେ ମାନେ ସର୍ବଦା ଆଖି କୁ ଘୋଡାଇବା ଭୁଲି ଯାଉଛେ | ଏହା ସହିତ ସାମାଜିକ ଦୂରତା ରହିବା ଆବଶ୍ୟକ|

0 Response to "Are vegetarians safe from corona? Find out what the experts are saying"

Post a Comment

Iklan Tengah Artikel 2

f