OdiaNewsToday.In
See how Narendra Modi ranks among the 7 most powerful leaders in the world | ବିଶ୍ଵ  ର 7 ଶକ୍ତିଶାଳୀ  ନେତା ମଧ୍ୟ ରେ ନରେନ୍ଦ୍ର ମୋଦି କେତେ ନମ୍ବର ସ୍ଥାନରେ ଦେଖନ୍ତୁ |

See how Narendra Modi ranks among the 7 most powerful leaders in the world | ବିଶ୍ଵ ର 7 ଶକ୍ତିଶାଳୀ ନେତା ମଧ୍ୟ ରେ ନରେନ୍ଦ୍ର ମୋଦି କେତେ ନମ୍ବର ସ୍ଥାନରେ ଦେଖନ୍ତୁ |

ଦେଶ କୁ ଚଳାଇବା ପାଇଁ ରାଜା ର ଆବଶ୍ୟକ ଥାଏ କିମ୍ବା ରାଜନେତା ର ଆବଶ୍ୟକ ପଡିଥାଏ |  ଆଜି ଆମେ ଆପଣଂକୁ ଜଣାଇବା କୁ ଯାଉଛୁ ଏ ବିଶ୍ବ ର 7 ସବୁଠୁ ଶକ୍ତିଶାଳୀ ନେତା ମାନଂକ ବିଷୟରେ |


ନମ୍ବର 7 ରେ - SHINZO ABE ଜାପାନ ର 57 ଆଉ ବର୍ତମାନ ର ପ୍ରଧାନ ମନ୍ତ୍ରୀ 2012 ରୁ ଲିବିରଲ ଡେମୋକ୍ରେଟିକ ପାର୍ଟି ର ଅଧ୍ୟକ ରୂପରେ ସେବା କରୁଥିବା ଜାପାନୀ ରାଜନେତା | ଏହା ପୂର୍ବ ରୁ ABE 2006 ରୁ 2007 ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ରହିଛନ୍ତି ଏବଂ ବର୍ତମାନ ବି ଅଛନ୍ତି 
 
ନମ୍ବର 6 ରେ - Emmanuel Macron ଫ୍ରାନ୍ସ ର ରାଷ୍ଟ୍ରପତି ଏ ହେଉଛନ୍ତି ସମାଜବାଦୀ ପାର୍ଟି ( ଫ୍ରାନ୍ସ ) ର ସଦସ୍ୟ ଥିଲେ 2006 ରୁ 2009 ଯାଏ ଏବଂ ତାଂକୁ ଫ୍ରାଂସୁବା ଅଲଂଦେ ପ୍ରଥମ ସରକାର ର ଉପ ମହାସଚିବ ପଦ ମିଳିଥିଲା ଏବଂ 2017 ରେ ରାଷ୍ଟ୍ରପତି ହେଇଥିଲେ |

ନମ୍ବର 5 ରେ ANGELA MERKEL ଭୁତପୁର୍ବ ଶୋଧ ବୈଞ୍ଜାନିକ ଯିଏ କି 2005 ରୁ ଜର୍ମାନୀ ର Chancellor ଅଛନ୍ତି ୟେ ହଉଛନ୍ତି ଜର୍ମାନୀ ର ପ୍ରଥମ ମହିଳା ଏ ପଦ ରେ ଅଛନ୍ତି |
ନମ୍ବର 4 ରେ X I JINPING ୟେ ହଉଛନ୍ତି ଚୀନ ର ରାଷ୍ଟ୍ରପତି ବିଶ୍ଵର ଶକ୍ତିଶାଳୀ ରାଜନେତା ରେ ସାମିଲ ଅଛନ୍ତି |

ନମ୍ବର 3 ରେ VLADIMIR PUTIN ୟେ ହଉଛନ୍ତି ରୁଷିଆ ର ରାଷ୍ଟ୍ରପତି ରୁଷ ବିଶ୍ବ ର ଶକ୍ତିଶାଳୀ ଦେଶରେ ସାମିଲ ଅଛି ଏବଂ ପୁଟିନ ବିଶ୍ଵ ର ଶକ୍ତିଶାଳୀ ନେତା ରେ ସାମିଲ ଅଛନ୍ତି |
ନମ୍ବର 2 DONALD TRUMP ଟ୍ରମ୍ପ ହେଉଛନ୍ତି ଆମେରିକା ର ରାଷ୍ଟ୍ରପତି ଆମେରିକା ବିଶ୍ଵ ର ସବୁ ଠାରୁ ଶକ୍ତି ସାଳି ଦେଶ ମାନା ଯାଉଛି ଏବଂ ଆମେରିକା ଠାରେ ଯୁଧ କରିବା କ୍ଷମତା କୋଉ ଦେଶ ପାଖରେ ନାହିଁ TRUMP ମଧ୍ୟ ଦୁନିଆ ର ଶକ୍ତିଶାଳୀ ରାଜନେତା ରେ ସାମିଲ ଅଛନ୍ତି |

google images 
ନମ୍ବର 1 NARENDRA MODI ଭାରତ ର ପ୍ରଧାନ ମନ୍ତ୍ରୀ ଇଏ ଭାରତ ରେ ନୁହେଁ ସାରା world ରେ ଲୋକପ୍ରିୟତା | ଏ ହେଉଛନ୍ତି ବିଶ୍ଵ ର ଦ୍ଵିତୀୟ ଜନସଂଖ୍ୟା ଦେଶ ର ପ୍ରଧାନ ମନ୍ତ୍ରୀ | ମୋଦି ଦୁନିଆ ର ଶକ୍ତି ସାଳି ରାଜନେତା ରେ ସାମିଲ ଅଛନ୍ତି |ଆପଣ ଜାଣିଥିବେ ବ୍ରିଟିଶ ହେର୍ଲଡ ର ଭୋଟ ରେ ସବୁଠୁ ଅଧିକ ଭୋଟ ମିଳିଥିଲା ସେଥିଯୋଗୁ ଇଏ ସମସ୍ତ ରାଜନେତା ଠାରୁ ଉପରେ ଅଛନ୍ତି |

0 Response to "See how Narendra Modi ranks among the 7 most powerful leaders in the world | ବିଶ୍ଵ ର 7 ଶକ୍ତିଶାଳୀ ନେତା ମଧ୍ୟ ରେ ନରେନ୍ଦ୍ର ମୋଦି କେତେ ନମ୍ବର ସ୍ଥାନରେ ଦେଖନ୍ତୁ | "

Post a Comment

Iklan Tengah Artikel 2

f