
ଲକଡାଉନ ରେ SBI ବ୍ୟାଂକ ଦଉଛି ଲୋନ। 4 ଷ୍ଟେପ ରେ ମିଳିଯିବ ଲୋନ ଟଂକା ।
Corona Virus ର ସଂକ୍ରମଣ ରୁ ବଂଚିବା ପାଇଁ ସାରା ଦେଶ ରେ 3 ମଇଁ ପର୍ଯ୍ୟନ୍ତ ଲକ ଡାଉନ ଲାଗି ଅଛି । ଲକ ଡାଉନ ସମୟରେ ଲୋକ ମାନଂକ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିଥିବାରୁ ଏହି ସମୟ ରେ ବ୍ୟାଂକ ରୁ ବହୁତ ପ୍ରକାର ଲୋନ ଦିଆଯାଉଛି |
ଠିକ ଏହି ସମୟରେ Sbi bank ଛୋଟ ବେପାରୀ ମାନଙ୍କ ପାଇଁ ଏମରଜିନ୍ସ ଲୋନ କରୁଛି ଏହି ଲୋନ ରେ 6 ମାସ ପର୍ଯ୍ୟନ୍ତ କିଛି କିସ୍ତି ଦେବାକୁ ପଡିବନି ଏବଂ 6 ମାସ ପର ଠାରୁ 7.25 % ଇଣ୍ଟରେଷ୍ଟ ରେ ଲୋନ ସୁଝିବାକୁ ପଡିବ ।
![]() |
google images |
ପରସନଲ ଲୋନ ଏବଂ ରିଟେଲ ଲୋନ ଦେବା ନିୟମ ରେ କୋହଳ କରିଛି ।
ଗ୍ରାହକ କେବଳ 4 କ୍ଲିକ କରିକି ପ୍ରି ଅପୁର୍ବ ପରସନଲ ଲୋନ ପାଇ ପାରିବ SBI ନିଜର YONO APP ଜରିଆ ରେ ଏହି ସୁବିଧା ଦେଉଛି ।ଏହି ଲୋନ ପାଇଁ ସପ୍ତାହ ର ୭ ଦିନ ଏବଂ 24 ଘଣ୍ଟା ରେ ଯୋଉ ସମୟ ରେ ଆବେଦନ କରି ପାରିବେ।
ଏହା ପରେ ପ୍ରୋସେସିଙ୍ଗ ଫ୍ରି ମଧ୍ୟ ବହୁତ କମ ନିଆଯିବ ।ଲୋନ ଅପ୍ଲାଇ କରିବା ପୂର୍ବ ରୁ ଆପଣ ELIGIBILITY ମଧ୍ୟ ଚେକ କରି ପାରିବେ ଏଥିରୁ ଜଣା ପଡିବ ଆପଣ ଲୋନ ନେବାରେ ଯୋଗ୍ୟ କି ନାହିଁ ।
ଏଠି ପାଇଁ ଆପଣ ଙ୍କୁ PAPL କୁ ^ACCOUNT ନମ୍ବର ର ଶେଷ 4 ଅଙ୍କ ଲେଖିକି 567676 ରେ SMS ପଠେଇ ବାକୁ ପଡିବ। ତା ପରେ ମେସେଜ ରେ ଆପଣ ଙ୍କୁ ସୂଚିତ କରା ଯିବ ଆପଣ ଲୋନ ନବ ପାଇଁ ଯୋଗ୍ୟ କି ନାହିଁ ।
ଏଠି ପାଇଁ ଆପଣ ଙ୍କୁ PAPL କୁ ^ACCOUNT ନମ୍ବର ର ଶେଷ 4 ଅଙ୍କ ଲେଖିକି 567676 ରେ SMS ପଠେଇ ବାକୁ ପଡିବ। ତା ପରେ ମେସେଜ ରେ ଆପଣ ଙ୍କୁ ସୂଚିତ କରା ଯିବ ଆପଣ ଲୋନ ନବ ପାଇଁ ଯୋଗ୍ୟ କି ନାହିଁ ।
ଯୋଗ୍ୟ ଗ୍ରାହକ କୁ କେବଳ 4 ଷ୍ଟେପ ରେ ଲୋନ ମିଳି ପାରିବ।
- ସ୍ଟେପ 1 --- SBI YONO APP ଡାଉନଲୋଡ଼ କରିକି ଲଗିନ କରନ୍ତୁ।
- ସ୍ଟେପ 2 --- APP ରେ AVAIL NOW
- ସ୍ଟେପ 3 --- ଟେନର ଅମୋଉଣ୍ଟ ବାଛନ୍ତୁ
- ସ୍ଟେପ 4 --- ତା ପରେ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର କୁ OTP ମେସେଜ ଆସିବ । OTP ଏଣ୍ଟର କଲା ପରେ ଟଙ୍କା ବ୍ୟାଙ୍କ ଆକାଉଣ୍ଟ କୁ ଆସିଯିବ।
ଲୋନ ଅପ୍ଲାଇ କରିବା ପୂର୍ବରୁ ସୁଧ %ସହିତ ଅନ୍ୟ ଜରୁରୀ ସର୍ତ ଦେଖୁବା ଜରୁରୀ ଏଥି ପାଇଁ ଆପଣ SBI ୱେବସାଇଟ https://bank.sbi/web/personal-banking/loans/personal-loans/pre-approved-personal-loans ଯାଇକି ଅଧିକ ଜାନ କାରୀ ନେଇ ପାରିବେ।
0 Response to "ଲକଡାଉନ ରେ SBI ବ୍ୟାଂକ ଦଉଛି ଲୋନ। 4 ଷ୍ଟେପ ରେ ମିଳିଯିବ ଲୋନ ଟଂକା ।"
Post a Comment