OdiaNewsToday.In
SUCCESS MANTRA :  ସଫଳତା ପାଇଁ ଜରୁରୀ ସ୍ଵାମୀ  ବିବେକାନନ୍ଦ ଙ୍କ ଏହି ପାଞ୍ଚ ଟି ସୂତ୍ର |

SUCCESS MANTRA : ସଫଳତା ପାଇଁ ଜରୁରୀ ସ୍ଵାମୀ ବିବେକାନନ୍ଦ ଙ୍କ ଏହି ପାଞ୍ଚ ଟି ସୂତ୍ର |

ଜୀବନ ର  କୋଉ ସ୍ଥାନ ରେ ଯଦି ଆପଣଙ୍କୁ ନିରାଶ ଲାଗିବା ସହିତ ସଫଳ ହେବାର କିଛି ରାସ୍ତା ଦେଖା ଯାଉନି ତାହାଲେ ସ୍ଵାମୀ  ବିବେକାନନ୍ଦ କହିଥିବା ଏ ପାଞ୍ଚ ସୂତ୍ର ଆପଣଙ୍କୁ ସାହାଯ୍ୟ କରି ପାରେ |
ଏ ସୂତ୍ର ନିରାଶ ମଣିଷ ମନରେ ଉତ୍ସାହ ଏବଂ ଆତ୍ମବିଶ୍ଵାସ ର ଆଲୋକ ଭରି ପାରେ | ଚାଲନ୍ତୁ ଜାଣିବା ଏ ପାଞ୍ଚ ସୂତ୍ର |


google images 


1 - ଆତ୍ମବିଶ୍ଵାସ 

ସ୍ଵାମୀ  ବିବେକାନନ୍ଦ କହିବା କଥା ଯୋଉ ବ୍ୟକ୍ତି ଜୀବନ ରେ ସଫଳ ହେବା ପାଇଁ ସ୍ବପ୍ନ  ଦେଖୁ ଥାଏ ତା ଭିତରେ ସର୍ବ ପ୍ରଥମେ ଆତ୍ମବିଶ୍ଵାସ  ଥିବା ନିହାତି ଦରକାର | ବିବେକାନନ୍ଦ କହିବା କଥା ଯୋଉ ଲୋକ ପାଖରେ ଆତ୍ମବିଶ୍ଵାସ  ନାହିଁ ସେ ବଲଵାନ ଥିଲେ ମଧ୍ୟ କମଜୁର ହେଇକି ରହିଥାଏ |

2 - ବାରମ୍ବାର ଶିଖିବା

ସ୍ଵାମୀ  ବିବେକାନନ୍ଦ କହିବା ଅନୁସାରେ ଦୁନିଆ ରେ ସବୁଠୁ ବଡ ଶିକ୍ଷକ ତା ନିଜର ଅନୁଭବ ହେଇଥାଏ | ଯାହା ସାହାଯ୍ୟ ରେ ସେ ଦୁନିଆ କୁ ଜିତି ପାରେ ବ୍ୟକ୍ତି ଯେତେ ପର୍ଯ୍ୟନ୍ତ ଜୀବିତ ଅଛି କିଛି ନ କିଛି ଶିଖିବା ନିହାତି ଦରକାର | ତା ପରେ ଯାଇକି ସେ ଜୀବନ ରେ ସଫଳତା ହାସିଲ କରି ପାରିବ ||

3 - କିଛି କାମ କଠିନ ନାହିଁ |

ସ୍ଵାମୀ  ବିବେକାନନ୍ଦ କହିବା ଅନୁସାରେ ବିଶ୍ୱ ରେ ଏମିତି କିଛି କାମ ନାହିଁ ଯାହା କୁ ମନୁଷ୍ୟ କରିବା ଅସମର୍ଥ |ସଂସାର ର ସବୁ ସାମର୍ଥ୍ୟ ଏବଂ ଉର୍ଜା ମନୁଷ୍ୟ ଭିତରେ ଅଛି | ତେଣୁ ଚେଷ୍ଟା କରିଲେ ମନୁଷ୍ୟ ତାର ସଫଳତା ନିଶ୍ଟିନ୍ତ ହାସିଲ କରି ପାରିବ |

4 - ସତ୍ୟ ରାସ୍ତା ରେ ଚାଲିବା

ସ୍ଵାମୀ  ବିବେକାନନ୍ଦ କହିଛନ୍ତି ଲୋକ ମାନେ ତୁମର ପ୍ରଶଂସା କରନ୍ତୁ କିମ୍ବା ନିନ୍ଦା କରନ୍ତୁ କିନ୍ତୁ ଯୋଉ ଲୋକ ସତ ମାର୍ଗ ରେ ଚାଲୁଥିବା ବ୍ୟକ୍ତି କୁ ସଫଳ ହେବାରେ କେହି ବାଧା ଦେଇପାରି ବେନି | ସତ୍ୟ ହିଁ ତାକୁ ତାର ସଫଳତା ପାହାଚ ଯାଏଁ ପହଞ୍ଚେଇ ଦେଇ ଥାଏ |

5 - କାହା ସାମ୍ନା ରେ ଝୁକନ୍ତୁ ନାହିଁ

ସ୍ଵାମୀ  ବିବେକାନନ୍ଦ କହିବା କଥା ମଣିଷ କୁ ତାର ଆତ୍ମା କୁ ଛାଡି ଦେଲେ ଆଉ କୋଉ ଲୋକ ମାନଙ୍କ ଆଗରେ ନିଜର ମୁଣ୍ଡ ନୁଆଁଇବା କୁ ଦିଅନ୍ତୁ ନାହିଁ | ଏହା ହେଉଛି ଏଇଥି ଲାଗି ପ୍ରତେକ ବ୍ୟକ୍ତି ନିଜ କଥା କୁ ଜାଣି ଥାଏ ସେ କେତେ ଠିକ କରୁଛି ନା କେତେ ଭୁଲ କରୁଛି ଏ କଥା ସର୍ବଦା ସେ ଜାଣି ଥାଏ |

0 Response to "SUCCESS MANTRA : ସଫଳତା ପାଇଁ ଜରୁରୀ ସ୍ଵାମୀ ବିବେକାନନ୍ଦ ଙ୍କ ଏହି ପାଞ୍ଚ ଟି ସୂତ୍ର |"

Post a Comment

Iklan Tengah Artikel 2

f