OdiaNewsToday.In
ବିଶ୍ଵ ଅସ୍ଥମା ଦିବସ କେବେ ଠାରୁ ପାଳନ କରା ଯାଉଛି ଏବଂ ରୋଗ ର ଲକ୍ଷଣ କଣ ସବୁ ଥାଏ |

ବିଶ୍ଵ ଅସ୍ଥମା ଦିବସ କେବେ ଠାରୁ ପାଳନ କରା ଯାଉଛି ଏବଂ ରୋଗ ର ଲକ୍ଷଣ କଣ ସବୁ ଥାଏ |

ବିଶ୍ଵ ଅସ୍ଥମା ଦିବସ ପ୍ରତିବର୍ଷ ମେଁ ମାସ ର ପ୍ରଥମ ମଂଗଳବାର ରେ ପାଳନ କରା ଯାଇଥାଏ | ଏହାର ଆୟୋଜନ ଗ୍ଲୋବାଲ ୱିନିସିଆଟିଭ ଫର ଅସ୍ଥମା ଦ୍ଵାରା କରା ଯାଉଅଛି | 1998 ରେ ଏହା ପ୍ରଥମ ଥର ପାଇଁ ଆୟୋଜନ କରା ଯାଇଥିଲା |

ଏହି ରୋଗ ସବୁ ପ୍ରକାର ବୟସ ଲୋକ ମାନଂକୁ  ପ୍ରଭାବିତ କରିଥାଏ | ଏହି ରୋଗ ରେ ନିଶ୍ଵାସ ନେବାରେ ଅସୁବିଧା ହେଇଥାଏ ଏହା ସହିତ ଖାସ ଏବଂ ଛାତିରେ ପ୍ରେସର ପଡିଥାଏ | ଏହା ନିଶ୍ଵାସ ନେବା ମାର୍ଗ ଫୁଲିଯିବା କାରଣ ରୁ ହେଇଥାଏ | ଏହି ରୋଗ ପୂର୍ବ ପିଢ଼ିରେ ଯଦି କାହା କୁ ହେଇଛି ତାହାଲେ ଅନ୍ୟ ପିଢ଼ିରେ ହେବାର ସମ୍ଭାବନା ଥାଏ |
google images 
ଏହି ବୀମାରୀ ପ୍ରଦୂଷଣ ଖରାପ କାରଣରୁ ମଧ୍ୟ ହେଇଥାଏ |
ଏହି ରୋଗ ର କିଛି ବି ସ୍ଥାୟୀ ଉପଚାର ନାହିଁ କିନ୍ତୁ ଏହାକୁ ବିଭିର୍ଣ୍ଣ ପ୍ରକାର ଉପଚାରେ ରେ ଠିକ କରା ଯାଇଥାଏ |

ଲାସେଣ୍ଟ ଦ୍ଵାରା କରା ଯାଇଥିବା ଅଧୟନ ରୁ ଜଣା ଯାଇଛି 2015 ମସିହା ରେ ଗାଡି ମୋଟର ଦ୍ଵାରା ବ୍ୟାପୁଥିବା ପ୍ରଦୂଷଣ କାରଣ ରୁ ଭାରତ ରେ 3,50000 ପିଲା ଏହି ରୋଗ ରେ ସଂକ୍ରମଣ ହେଇଥିଲେ ,ଏହି ମାମଲା ରେ ଭାରତ ଚୀନ ପରେ ଦିତୀୟ ସ୍ଥାନ ରେ ଥିଲା | 2015 ରେ ସାରା ବିଶ୍ଵ ଏହି ରୋଗ ରେ 3,97,100 ଲୋକ ମୃତ୍ୟୁ ବରଣ କରି ଥିଲେ |2015 ଡାଟା ଅନୁସାରେ ସାରା ବିଶ୍ଵ ରେ 358 ମିଲିଅନ ଲୋକ ଏହି ରୋଗ ରେ ପୀଡିତ ଅଛନ୍ତି |

0 Response to "ବିଶ୍ଵ ଅସ୍ଥମା ଦିବସ କେବେ ଠାରୁ ପାଳନ କରା ଯାଉଛି ଏବଂ ରୋଗ ର ଲକ୍ଷଣ କଣ ସବୁ ଥାଏ |"

Post a Comment

Iklan Tengah Artikel 2

f