
ହିମାଚଳ ପ୍ରଦେଶ ସୀମା ର 12 କିମି ଭିତରେ ଦୁଇଥର ପଶିଲା ଚୀନ ହେଲିକାପ୍ଟର | A Chinese helicopter crashed twice within 12 km of the Himachal Pradesh border
ଚୀନ ଏବଂ ଭାରତ ସୀମା ବିବାଦ କାରଣ ରୁ ଦୁଇ ଦେଶ ସୀମା ରେ ମୁହାଁ ମୁହିଁ ହେବାର ଦେଖିବା କୁ ମିଳୁଛି | ଚୀନ ଦାଦାଗିରି କରି ବାରେ ଲାଗିଛି | ନିଜର ଏକ ହେଲିକାପଟର କୁ ଭାରତ ର ସୀମା ହିମାଚଳ ପ୍ରଦେଶ ରେ ଦେଖିବାକୁ ମିଳିଥିଲା |

SP ରାଜେଶ ଧର୍ମଣି କହିଛନ୍ତି ହେଲିକାପ୍ଟର କୁ ଦୁଇ ଥର ଏହି କ୍ଷେତ୍ର ରେ ବହୁତ ତଳେ ଉଡ଼ୁଥିବାର ଦେଖିବାକୁ ପାଇଛୁ | ପୂର୍ବରୁ ଏହି ଘଟଣା ଏପ୍ରିଲ ଶେଷ ରେ ଏବଂ ଦିତୀୟ ଘଟଣା ମେଁ ମାସ ର ପ୍ରଥମ ସପ୍ତାହ ରେ ଦେଖିବାକୁ ପାଇଛୁ |
0 Response to "ହିମାଚଳ ପ୍ରଦେଶ ସୀମା ର 12 କିମି ଭିତରେ ଦୁଇଥର ପଶିଲା ଚୀନ ହେଲିକାପ୍ଟର | A Chinese helicopter crashed twice within 12 km of the Himachal Pradesh border"
Post a Comment