OdiaNewsToday.In
ଯଦି IPL 2020 ବନ୍ଦ ହେବ ତାହାଲେ  BCCI  କୁ କେତେ ଟଂକା  କ୍ଷତି ସହିବାକୁ ପଡିବ ?

ଯଦି IPL 2020 ବନ୍ଦ ହେବ ତାହାଲେ BCCI କୁ କେତେ ଟଂକା କ୍ଷତି ସହିବାକୁ ପଡିବ ?





ଆପଣ ମାନେ ଜାଣିଥିବେ ବର୍ତମାନ ଆମ ଦେଶ ରେ କରୋନା ମହାମାରୀ ଭୟଂକର ରୂପ ଧାରଣ କରିଛି ଏବଂ ଅନେକ ଲୋକ ସଂକ୍ରମଣ ହେବା ସହିତ ବହୁତ ଲୋକ ମୃତ୍ୟୁ ବରଣ କରିସାରିଲେଣି , ଏହାକୁ ରୋକିବା ପାଇଁ ସରକାର ପ୍ରାଣ ପଣେ ଚେଷ୍ଟା କରୁଛି |

କରୋନା ପାଇଁ ଯଦି IPL 2020 କୁ ବନ୍ଦ କରା ଯିବ ତାହାଲେ BCCI କୁ ବହୁତ ନୁକସାନ ସହିବାକୁ ପଡିବ କାରଣ COVID -19 ମହାମାରୀ ପାଇଁ IPL 2020 କୁ ସ୍ଥଗିତ ରଖା ଯାଇଛି ଏହା ପରେ ମଧ୍ୟ ଏହାର ଆୟୋଜନ ହେବ କି ନାହିଁ ସଂଦେହ ଘେର ରେ ଅଛି|




ଯଦି ଏଇ ବର୍ଷ IPL MATCH ହେବ ନାହିଁ ତାହାଲେ BCCI କୁ 3800 କରୋଡ ଟଂକା ରୁ ଅଧିକ କ୍ଷତି ହେବାର ସମ୍ଭାବନା ଅଛି|


ଯଦି IPL ହେବ ନାହିଁ ତାହାଲେ ପ୍ରସାରଣ କର୍ତା ଷ୍ଟାର ସ୍ପୋର୍ଟ୍ସ 3269.5 କାରୋଡ଼ ଦେବାର ଥିଲା ଏହା ପରେ ମୁଖ୍ୟ ଟାଇଟଲ ପ୍ରଯୋଜକ VIVO ଠାରୁ 400 କରୋଡ ମିଳିବାର ଥିଲା ଏହା ପରେ କେନ୍ଦ୍ରୀୟ ପ୍ରଯୋଜକ ଠାରୁ ମଧ୍ୟ 200 କରୋଡ ଦେବାର ଥିଲା ସେ ମଧ୍ୟ ଦେଇପାରିବ ନାହିଁ ଯାହା ଫଳରେ BCCI  କୁ ଏହି ସବୁ ଅର୍ଥ ରାଶି କ୍ଷତି ହେବ |

0 Response to "ଯଦି IPL 2020 ବନ୍ଦ ହେବ ତାହାଲେ BCCI କୁ କେତେ ଟଂକା କ୍ଷତି ସହିବାକୁ ପଡିବ ?"

Post a Comment

Iklan Tengah Artikel 2

f